ଟିକଟକ ଓ ୱେବ ଚାଟ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା


ୱାଶିଂଟନ- ଭାରତ ପରେ ଏବେ ଆମେରିକା ଚାଇନାର ଟିକଟିକ ଓ ୱେବ ଚାଟ ବ୍ୟାନ କରିଛି । ସେପ୍ଟେମ୍ବର ୨୦ ତାରିଖ ଠାରୁ ଏହି ଦୁଇ ଆପ ବ୍ୟାନ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି । ଏହି ଆପ ରାଷ୍ଟ୍ରୀୟ ସୁରକ୍ଷା ପ୍ରତି ବିପଦ । ଟ୍ରମ୍ପଙ୍କ ଏହି ଘୋଷଣା ପରେ ଆମେରିକା ଓ ଚୀନ ମଧ୍ୟରେ ବିବାଦ ବଢିପାରେ ।

Comments (0)
Add Comment