ରଥଯାତ୍ରା ଅବସରରେ ଉପରାଷ୍ଟ୍ରପତିଙ୍କ ଶୁଭେଛା

ନୂଆଦିଲ୍ଲୀ- ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଅବସରରେ ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ ଜନସାଧାରଣଙ୍କୁ ଶୁଭେଛାର ବର୍ତା ଜଣାଯାଇଛନ୍ତି । ତାଙ୍କ ବର୍ତାରେ ଜଣାଇଛନ୍ତି ରଥଯାତ୍ରାର ଭବ୍ୟ ଓ ବିରାଟ ଆୟୋଜନ ତଥା ରଥମାନଙ୍କର ଶୋଭା ବାସ୍ତବିକ ଅତୁଳନୀୟ । ଯେତେବେଳେ ଭାରତ ତଥା ସମଗ୍ର ବିଶ୍ୱ କୋଭିଡ ମହାମାରୀ ସହ ଲଢେଇ କରୁଛି ଏଭଳି ପରିସ୍ଥିତିରେ ଆମେ ନିଜକୁ ସଂଯମିତ ରଖି ଘରେ ରହି ଚଳିତବର୍ଷ ଏହାକୁ ପାଳନକ କରିବା । ପ୍ରଭୁ ଜଗତର ନାଥ ଜଗନ୍ନାଥ ଆମମାନଙ୍କ ଜୀବନରେ ଶାନ୍ତି ଓ ସଦଭାବନା ଭରି ଦେଉ ।

Comments (0)
Add Comment