ଜାମିନରେ ମୁକୁଳିଲେ ବିଭୁ ଷଡଙ୍ଗୀ

ଭୁବନେଶ୍ୱର: ଜେଲରୁ ବାହାରିଲେ ଆୟୁଷ ନିର୍ଦେଶାଳୟ ନିର୍ଦେଶକ ବିଭୁ ପ୍ରସାଦ ଷଡଙ୍ଗୀ । ତାଙ୍କ କହିବା କଥା ହେଉଛି ଯେ ପୂର୍ବରୁ ତାଙ୍କ ନାଁ ରେ ଆସିଥିବା ଅସଦାଚରଣ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା । ମୋର କିଛି ଭୂଲ ନାହିଁ ମୋତେ ଫସାଇ ଦିଆଯାଇଛି । ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ସୁଶାନ୍ତ । ଅଭିଯୋଗକାରିଣୀ ଜାଲ ସାର୍ଟିଫିକେଟରେ ଚାକିରି କରିଥିଲେ । ତାଙ୍କ ଚାକିରି ବଂଚାଇବା ପାଇଁ ସୁଶାନ୍ତ ମୋତେ ଫସେଇଦେଇଛି । ସୁଶାନ୍ତ ହେଉଛନ୍ତି ସମ୍ପୃକ୍ତ ଯୁବତୀଙ୍କ ବୟଫ୍ରେଣ୍ଡ । ସୁଶାନ୍ତ ସେ ଝିଅକୁ ମତେଇ ମୋ ବିରୋଧରେ ଷଡଯନ୍ତ୍ର କରିଛନ୍ତି ।

Comments (0)
Add Comment