ତେଜସ୍ୱୀ ମାଗିଲେ କ୍ଷମା

ପାଟନା: ଆରଜେଡି ନେତା ତେଜସ୍ୱୀ ଯାଦବ ୧୫ ବର୍ଷ ଧରି ଲାଲୁ-ରାବିଡିଙ୍କ ଶାସନକାଳରେ ହୋଇଥିବା ଭୂଲ ପାଇଁ କ୍ଷମା ମାଗିଛନ୍ତି । ତେଜସ୍ୱୀ ଦଳର କାର୍ଯ୍ୟକର୍ମୀ ମାନଙ୍କୁ କହିଛନ୍ତି ଯେ ୧୫ ବର୍ଷର ଆରଜେଡି ଶାସନକାଳ ସମୟରେ ଯଦି କୈାଣସି ପ୍ରକାର ଭୂଲ ହୋଇଛି , ତେବେ ଏଥିପାଇଁ ଭୁଲ ମାଗୁଛୁ । ଆରଜେଡି ଶାସନକାଳ ସମୟରେ ଯାହା ହୋଇଥିଲା ,ସେତେବେଳେ ହୋଇଥିଲା । ଆମେ ସେତେବେଳେ ଖୁବ୍ ଛୋଟ ଥିଲୁ , ସରକାର କ’ଣ ଆମେ ଜାଣିନଥିଲୁ । ତେଜସ୍ୱୀ କହିଛନ୍ତି ଯେ ତାଙ୍କ ବାପା ଲାଲୁ ଯାଦବ ସାମାଜିକ ନ୍ୟାୟକୁ କାଏମ୍ ରଖିଛନ୍ତି ।

Comments (0)
Add Comment