ଭୁବେନେଶ୍ୱର- ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଜଣେ ବରିଷ୍ଠ ଅଧିକାରୀ ରମେଶ ଚନ୍ଦ୍ର ବେହେରାଙ୍କ ଘରେ ଭିଜିଲାନ୍ସ ରେଡ କରିଛି । ରମେଶଙ୍କ ଅଫିସ ସମେତ ୬ଟି ସ୍ଥାନରେ ଚଢାଉ ଚାଳଛି । ଭୁବେନଶ୍ୱର, କଟକ, ଯାଜପୁର ଓ ପୁଡୁଚେରୀରେ ଥିବା ଘରେ ରେଡ ଚଲିଛି । ରମେଶଙ୍କ ପରିବାର ଅଧିକାଂଶ ସମୟ ବିଦେଶ ଗସ୍ତ କରିଥିବା ସୂଚନା ମିଳିଛି ।