କରୋନାରୁ ସୁସ୍ଥ ହେଲେ ଅମିତ ଶାହ


ନୂଆଦିଲ୍ଲୀ- କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଏନେଇ ସୂଚନା ଦେଇଛନ୍ତି ବିଜେପି ନେତା ମନୋଜ ତିୱାରୀ । ଅଗଷ୍ଟ ୨ ତାରିଖରେ କରୋନା ପଜିଟଭି ଚିହ୍ନଟ ହେବା ପରେ ତାଙ୍କୁ ରହିୟାଣା ଗୁରୁଗ୍ରାମ ମେଦାନ୍ତ ହସ୍ପିଟାଲରେ ଭର୍ତି କରାଯାଇଥିଲା । ତେଣୁ ଆଜି ତାଙ୍କ ରିପୋର୍ଟ ନେଗେଟିଭ ଆସିଛି । ଖୁବଶୀଘ୍ର ସୁସ୍ଥ ହୋଇ ଘରକୁ ଫେରିବା ବୋଲି ମନୋଜ ତିୱାରୀ କହିଛନ୍ତି ।

Comments (0)
Add Comment