ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୫୬,୬୧୧ ରେ ପହଞ୍ଚିଛି। ୧,୨୪,୦୯୫ ଆରୋଗ୍ୟ ଲାଭ କରିଥିବାବେଳେ ୭,୧୩୫ ଜଣଙ୍କର ମୃତ୍ୟୁ ଘଟିଛି। ୧,୨୫,୩୮୧ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।