ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଶରୀରରେ କରୋନା ଲକ୍ଷଣ ସୂଚନା ମିଳିଛି | ରବିବାରଠାରୁ ଜ୍ୱର ସହିତ ଗଳା ଯନ୍ତ୍ରଣା ହେଉଥିବାରୁ କେଜ୍ରିୱାଲ ଖୁବ ଶୀଘ୍ର ନିଜର କୋଭିଡ-୧୯ ପରୀକ୍ଷା କରାଇବେ | କେଜ୍ରିୱାଲ ରବିବାରଠାରୁ ସମସ୍ତ ବୈଠକ ବାତିଲ କରି ନିଜକୁ ସଙ୍ଗରୋଧରେ ରଖିଛନ୍ତି।
.
Read more at: