କେରଳରେ ଭୂସ୍ଖଳନ ୫ ମୃତ

ତିରୁବନ୍ତପୂରମ୍: କେରଳରେ ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ପ୍ରଳୟଙ୍କାରୀ ବନ୍ୟା ସୃଷ୍ଟି ହୋଇଥିଲା ବେଳେ ଭୂସ୍ଖଳନରେ ୫ ଜଣଙ୍କର ମୃତ୍ୟୁ ଘଟିବା ସଙ୍ଗେ ବହୁ ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ଗତ ୨୦୧୮ର ପ୍ରଳୟଙ୍କାରୀ ବନ୍ୟା ପରି ଚଳିତ ବର୍ଷଅ ଲଘୁଚାପ ପ୍ରଭାବରେ ବନ୍ୟାର ତାଣ୍ଡବ ସୃଷ୍ଟି ହୋଇଛି ।

Comments (0)
Add Comment