ତମାଲିନାଡକୁ ସାହାର୍ଯ୍ୟ ଦେବା ପାଇଁ ଶାହାଙ୍କ ପ୍ରତି ଶ୍ରୁତି

ନୂଆଦିଲ୍ଲୀ- ତାମିଲନାଡୁ ପ୍ୟାୱାର ପ୍ଲାଂଟ ବିସ୍ପୋରଣ ପରେ ସରକାରଙ୍କୁ ସାହାର୍ଯ୍ୟ କରିବା ପାଇଁ ପ୍ରତି ଶ୍ରୁତି ଦେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ନେଭିଲ ପ୍ଲାଂଟରେ ବିସ୍ପୋରଣ ପରେ ସେଠାରେ କାମକରୁଥିବା କର୍ମଚାରୀ ମାନଙ୍କୁ ସିଆଇଏସଏଫ ଟିମ ରିଲିଫ୍ ଦେଇଛନ୍ତି । ଏହି ବିସ୍ପୋରଶରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୬ ଗୁରୁତର ଆହାତ ହୋଇଛନ୍ତି । ଆହାତ ମାନେ ଖୁବ୍ ଶୀଘ୍ର ସୁସ୍ଥ ହେବା ପାଇଁ ସେ ପ୍ରାର୍ଥନା କରିଛନ୍ତି ।

Comments (0)
Add Comment