ବିକାଶ ଦୁବେ ସହଯୋଗୀ ଗରିଫ

ନୂଆଦିଲ୍ଲୀ- ଏନକାଂଉଟର ବିକେଶ ଦୁବେଙ୍କ ସହଯୋଗୀ ଗୁଜନ ତ୍ରିବେଦୀକୁ ମୁମ୍ବାଇ ପୋଲିସ ଗିରଫ କରିଛି । କାନପୁର ଗୁଳିକାଣ୍ଡ ପରେ ଗୁଜନ ସେଠାରୁ ଖସି ପଳାଇଥିଲା । ସେ ମହାରାଷ୍ଟ୍ରରେ ଳୁଚିଥିବା କଥା ଜଣାପଡିବା ପରେ ଜୁହୁ ଏଟିଏସ ତା ଉପରେ ନଜର ରଖିଥିଲା । ଥାନେ ଅଂଚଳରେ ଏଟିଏସ ଚଢାଉ କରି ଗୁଡନ ଏବଂ ତାର ଡ୍ରାଇଭର ସୋପୁ ତିୱାରୀକୁ ଗିରଫ କରିଛି । ଗୁଡୁନ ନାରେ ଅନେକ ଅପରାଧିକ ମାମଲା ରହିଛି । ୨୦୦୧ ମସିହାରେ ଉତରପ୍ରଦେଶ ବିଜେପି ସରକାରରେ ମନ୍ତ୍ରୀ ଥିବା ସନ୍ତୋଷ ଶୁଳ୍କଲାକୁ ଥାନା ଭିତରେ ହତ୍ୟା କରିବା ମାମଲାରେ ଗୁଡନର ସଂପୃକ୍ତ ରହିଛି । ଗୁଡନ ବାବଦରେ ସୂଚନା ଦେବା ପାଇଁ ୟୁପି ପୋଲିସ ନିକଟରେ ପୁରସ୍କାର ରାଶି ଘୋଷଣା କରିଥିଲା ।

Comments (0)
Add Comment