ଭାରତ ଆସିବେ ରୁଷ ରାଷ୍ଟ୍ରପତି


ନୂଆଦିଲ୍ଲୀ- ଆସନ୍ତା ଅକ୍ଟୋବର ମାସରେ ଭାରତ ଗ୍ରସ୍ତରେ ଆସିବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଏଥିସହ ବିଭିନ୍ନ ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ସହ ବାର୍ଷିକ ଦ୍ୱିପାକ୍ଷିକ ସମ୍ମିଳନୀ ମଧ୍ୟ ଆୟୋଜନ କରାଯିବ ବୋଲି କହିଛନ୍ତି ଭାରତୀୟ ବୈଦେଶିକ ମନ୍ତ୍ରାଳୟ । ପୁଟିନ ଭାରତ ଆସିଲେ ଏସସିଓ ଓ ବ୍ରକ୍ସି ବୈଦେଶିକ ମନ୍ତ୍ରୀ ସ୍ତରୀୟ ବୈଠକ ବ୍ୟତୀତ ଏନଏସଏ, ପ୍ରତିରକ୍ଷା ଓ ଅନ୍ୟାନ୍ୟ ଉଚ୍ଚସ୍ତରୀୟ ବୈଠକ ବସିବ ।

Comments (0)
Add Comment