ପାଟନା-  କରୋନା ମହାମାରୀକୁ ଦୃଷ୍ଟିରେ ରଖି  ବିହାର ସରାକର ସେପ୍ଟେମ୍ବର ୬ ତାରିଖ ପର୍ଯ୍ୟନ୍ତ ଲକଡାଉନ ଅବଧିକୁ ବୃଦ୍ଧି କରିଛନ୍ତି ।  ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଉଭୟ ସରକାରୀ  ଓ ବେସରକାରୀ କାର୍ଯ୍ୟାଳୟ ଚାଲୁରହିବ । ବିମାନ ଓ ରେଳ ସେବା ମଧ୍ୟ  ଜାରି ରହିବ । ସମସ୍ତ ଶିକ୍ଷାନୁଷ୍ଠାନ  ସେପ୍ଟେମ୍ବର ୬ ତାରିଖ  ପର୍ଯ୍ୟନ୍ତ ବନ୍ଦ ରହିବ ।