୭୩୭ ବିମାନ ବ୍ଳାକବକ୍ସ ଠାବ


ନୂଆଦିଲ୍ଲୀ- ଦୁର୍ଘଟଣାଗ୍ରସ୍ତ ଏୟାର ଇଣ୍ଡିଆର ୭୩୭ ବ୍ଳାକବକ୍ସକୁ ଠାବ କରିଛନ୍ତି ଉଦ୍ଧାରକାରୀ ଦଳ । ବ୍ଳାକବକ୍ସରେ ବିମାନ ଦୁର୍ଘଟଣାା ସବୁ ରହସ୍ୟ ରେକର୍ଡ ହୋଇ ରହିଥିଏ । ତେଣୁ ବିମାନ ଦୁର୍ଘଟଣାର କାରଣ ଖୁବଶୀଘ୍ର ଜଣାପଡିବ ବୋଲି ଆଶ କରାଯାଉଛି । ଅନ୍ୟପକ୍ଷରେ ବେସାମାରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ଘଟଣାସ୍ଥଳରେ ପଂହଚି ସ୍ଥିତି ସମୀକ୍ଷା କରିବା ସହ ରିଲିଫ କାମ କେମିତି ଚାଳିଛି ତାର ତଦାରଖ କରିଛନ୍ତି । ସେହିପରି ମୃତକଙ୍କ ପରିବାରକୁ ୧୦ ଲକ୍ଷ, ଗୁରୁତର ଆହାତଙ୍କୁ ୨ ଲକ୍ଷ ଓ ସାମାନ୍ୟ ଆହାତଙ୍କ ପାଇଁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

Comments (0)
Add Comment