ସେନ୍ସେକ୍ସ୍ ୬୦୦ କୁ ବୃଦ୍ଧି

ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା ପରେ ଭାରତୀୟ ସେୟାର ବଜାର ୪% ବୃଦ୍ଧି ସହ ଖୋଲିଛି । ସେନସେକ୍ସ ୬୦୦ ପଏଂଟରୁ ଉଦ୍ଧ୍ୱର୍ରେ ବ୍ୟବସାୟ ଆରମ୍ଭ କରିଥିବା ବେଳେ ନିଫ୍ଟ ୯,୩୦୦ ରହିଛି । ବୁଧବାର ଏସ ଆଣ୍ଡ ପି ବିଏସଇ ସେନସେକ୍ସ ୧,୪୭୦.୭୫ ପଏଂଟ ବା ୪.୬୯% ହୋଇଥିବା ବେଳେ ଏନଏସଇ ନିଫ୍ଟି ୫୦୯,୫୮୪ରେ ଖୋଲିଥିଲା ।

Comments (0)
Add Comment