ଏୟାର ଇଣ୍ଡିଆ ପଦବୀ ବାତିଲ

ନୂଆଦିଲ୍ଲୀ- ଆଶାୟୀ ପାର୍ଥୀକୁ ହତାଶ କଲା ଏୟାର ଇଣ୍ଡିଆ । ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇ ୧୮୦ ଜଣଙ୍କୁ ଏୟାର ଇଣ୍ଡିଅର କ୍ରୁ ଭାବେ ତାଲିମ ଦେଇଥିଲେ । କରୋନା ପାଇଁ ଆର୍ଥିକ ସଙ୍କଟ ଦେଖି ଦେଇଥିବାରୁ ୧୮୦ ପଦକୁ ଏୟାର ଇଣ୍ଡିଆ ବାତିଲ କରିଛି । ନିରାଶ ହୋଇଥିବା ଜଣେ ଆଶୟୀ ପ୍ରାର୍ଥୀଙ୍କୁ ଜୁଲାଇ ୬ ତାରିଖରେ ଏୟାର ଇଣ୍ଡିଆ ଚିଠି ଲେଖି ଜଣାଇଥିଲେ ବର୍ତମାନ ପରିସ୍ଥିତିରେ ଏୟାର ଇଣ୍ଡିଆ ଆଉ ଆଗକୁୁ ତାଲିମ ଦେଇପାରିବ ନାର୍ହି । ପରିସ୍ଥିତିରେ ସୁଧାର ଆସିଲେ ପୁଣିଥିରେ ଅଫର ଲେଟର ଦିଆଯିବ ।

Comments (0)
Add Comment