ନୂଆଦିଲ୍ଲୀ- ଗଲୱାନା ଉପତ୍ୟାକାରେ ସହିଦ ହୋଇଥିବା ୨୦ ଭାରତୀୟଙ୍କ ପାଇଁ ଦୁଃଖ ପ୍ରକାଶ କରିଛନ୍ତି ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାରଲି । ସୋମବାର ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଚିଠି ଲେଖି ସେ ଏହି ବାର୍ତା ପଠାଇଛନ୍ତି । ସହିଦ ଯବାନଙ୍କ ପରିବାରରକୁ ସାହାର୍ଯ୍ୟ କରିବା ପାଇଁ ଚିଠିରେ ଉଲ୍ଲେଖ କରିଛନ୍ତି ।