ନୂଆଦିଲ୍ଲୀ- ପ୍ୟାଲେେଂମଟ ଷ୍ଟାଣ୍ଡିଙ୍ଗ କମିଟି ବୈଠକ ବିନା କୋରମରେ ଏକ ତୃତୀୟାଂଶ ସଦସ୍ୟକୁ ନେଇ ହୋଇପାରିବ ବୋଲି ରାଜ୍ୟସଭା ସଚିବାଳୟ ମତ ରଖିଛନ୍ତି । ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବା ସମୟରେ ଓ ରିପୋର୍ଟ ଦେବା ସମୟରେ କୋରମର ଆବଶ୍ୟକ ହୋଇଥାଏ । ଗତ ତିନିବର୍ଷ ପୂର୍ବରୁ ରାଜ୍ୟସଭାର ୮ ଟି ବିଭାଗର ୨୮୧ ବୈଠକ ରେ ୧୬ ପ୍ରତିଶତ ଲୋକମାନଙ୍କୁ ନେଇ ଷ୍ଟାଣ୍ଡିଙ୍ଗ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା ।