ଲଦାଖରେ ପଂହଚିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ- ଲଦାଖର ସ୍ଥିତି ସମୀକ୍ଷା ପାଇଁ ପଂହଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ । ସେଠାରେ ଉପସ୍ଥିତ ଥିବା ସେନା ଏବଂ ଆଇଟିବିପି ଯାବାନଙ୍କ ସହ ମୋଦୀ କଥା ହୋଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସହିତ ଚିଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ ବିପିନ ରାୱତ ଓ ସ୍ଥଳଦେନା ମୁଖ୍ୟ ଏମ୍ଏମ୍ ରଣବେନ ରହିଛନ୍ତି । ସେହିପରି ଚିଫ୍ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାୱତ ମଧ୍ୟ ଆଜି ଲଦାଖ ଯିବାର କାର୍ଯ୍ୟକ୍ରମ ରହିଛି । ଚୀନର ପିପୁଲସ ଲିରେସନ ଆର୍ମିର ସ୍ଥିତି ଦେଖିବା ସହିତ ସେଠାରେ ଉପସ୍ଥିତ ଥିବା ଦେଶର ଯବାନଙ୍କ ସ୍ଥିତି ସମୀକ୍ଷା କରିେ ବିପୀନ ରାୱତ । ଆଗାମୀ ଦିନରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଗାମୀ ଦିନରେ ଲଦାଖ ଯାଇ ସ୍ଥିତି ଯାଂଚ କରିବେ ।

Comments (0)
Add Comment