ରୁଷ୍ ରାଷ୍ଟ୍ରପତିଙ୍କୁ ଫୋନରେ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ- ସାମ୍ବିଧାନିକ ପରିବର୍ତନ ଭୋଟ ପାଇଁ ରୁଷ୍ ରାଷ୍ଟ୍ରପତି ପୁଟିନଙ୍କୁ ଫୋନ ଯୋଗେ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ରୁଷବାସୀ ଅନୁମୋଦନ କରିଥିବା ସମ୍ବିଧାନିକ ପରିବର୍ତନ ପୁଟିନ ୨୦୩୬ ପର୍ଯ୍ୟନ୍ତ କ୍ଷମତାରେ ରହିବ । ବିଶ୍ୱର ପ୍ରଥମ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଟିନଙ୍କୁ ଫୋନ କରି କଥାବାର୍ତା ହୋବା ସହ ଦ୍ୱତୀୟ ବିଶ୍ୱଯୁଦ୍ଧରେ ରୁଷ ବିଜୟର ୭୫ ତମ ବାର୍ଷିକୀ ପାଇଁ ଅଭିନନ୍ଦନ ଜଣାଇଥିଲେ । ପୁଟିନ ମଧ୍ୟ ମୋଦୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ସବୁ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସ୍ୱତନ୍ତ୍ର ଏବଂ ସାମରିକ ସହଭାଗିତାକୁ ଅଧିକ ସୁଦୃଢ କରିବା ପାଇଁ ପୁଟିନ ପୁଣି ଥରେ ମୋଦୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।

Comments (0)
Add Comment