କୋଭିଡ୍-୧୯ ଉପସମ ପାଇଁ ୪ଟି ଆୟୁଷ ଔଷଧ ପରୀକ୍ଷା

ନୂଆଦିଲ୍ଲୀ: କୋଭିଡ୍-୧୯ ଉପସମ ପାଇଁ ଆୟୁଷ ମନ୍ତ୍ରାଳୟ ଏବଂ କାଉନ୍‌ସିଲ୍ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ୍ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ (ସିଏସ୍ଆଇଆର୍) ମିଳିତ ହୋଇ ୪ ପ୍ରକାର ଆୟୁଷ ଔଷଧ ଫର୍ମ୍ୟୁଲେସନ୍ ବା ମିଶ୍ରଣ ଉପରେ କାମ କରୁଛନ୍ତି ବୋଲି ଗୁରୁବାର ଦିନ କେନ୍ଦ୍ର ମନ୍ତ୍ରୀ ଶ୍ରୀପଦ ୱାଇ ନାଇକ୍ ଟୁଇଟ୍ କରିଛନ୍ତି। ଏକ ସପ୍ତାହ ମଧ୍ୟରେ ଏହି ଔଷଧଗୁଡ଼ିକର ପରୀକ୍ଷା ଆରମ୍ଭ ହେବ ବୋଲି ମଧ୍ୟ ସେ କହିଛନ୍ତି।

Comments (0)
Add Comment