ଦିଲ୍ଲୀରେ ମୃଦୁ ଭୂ-କମ୍ପ

ଦିଲ୍ଲୀ- ଉତର ଦିଲ୍ଲୀ ପିତାମପୁରାରେ ଆଜି ଦିନ ୧୧ଟା ୧୮ ମିନିଟରେ ଭୂକମ୍ପର ଝଟକା ଅନୁଭୂତି ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୨.୨ ରେକର୍ଡ କରାଯାଇଛି । ଭକମ୍ପରେ କୌଣସି ଧନଜୀବନ ନଷ୍ଟ ହୋଇ ନାହିଁ ବୋଲି ସୂଚନା ମିଳିଛି ।

Comments (0)
Add Comment