ନୂଆଦିଲ୍ଲୀ- ସମଗ୍ର ଦେଶରେ ୮୫୯୪୦ କରୋନା ଭାଇରସ ଦ୍ଵାରା ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କୁ ମଧ୍ୟରୁ ୩୦୧୫୨ ସୁସ୍ଥ ହୋଇଥିବା ବେଳେ ୨୭୫୨ ମୃତୁ୍ୟ ହୋଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।