ଗିଲାନୀଙ୍କ ଇସ୍ତଫା

ଜମ୍ମୁ:ଜମ୍ମୁ-କାଶ୍ମୀରର ବିଛିନ୍ନତାବାଦୀ ନେତା ସୟଦ ଅଲି ଶାହ ଗିଲାନୀ ହୁରିୟତ କନ୍ଫରେନ୍ସରୁ ଇସ୍ତପା ଦେଇଛନ୍ତି ।ଏକ ଅଡିଓ ବାର୍ତା ଜାରି କରି ଇସ୍ତପା ସମ୍ପର୍କରେ ଘୋଷଣା କରିଛନ୍ତି । ଗିଲାନୀ କହିଛନ୍ତିଯେ ମୁଁ ଅଲ୍ ପାର୍ଟି ହୁରିୟତ କନ୍ଫରେନ୍ସରୁ ଇସ୍ତପା ଦେଉଛି । ୯୦ ବର୍ଷୀୟ ଗିଲାନୀ ଅନେକ ବର୍ଷ ଧରି ଘରେ ନଜରବନ୍ଦୀ ଅବସ୍ଥାରେ ରହିଛନ୍ତି । କିଛିମାସ ହେଲାଣି ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି ।

Comments (0)
Add Comment