୪%ରେ ଅପରିବର୍ତିତ ରହିଲା ରେପୋ ରେଟ୍


ନୂଆଦିଲ୍ଲୀ- ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍ ୪% ଅପରିବର୍ତିତ ରଖାଯାଇଛି । ମନିଟାରି ପଲିସି କମିଟିର ଛଅ ସଦସ୍ୟ ବରିଶିଷ୍ଟ ବୈଠକ ପରେ ଏଭଳି ନିଷ୍ପତି ନିଆଯାଇଛି । ରିଜର୍ଭ ରେପୋ ରେଟ୍ ମଧ୍ୟ ୩.୩%ରେ ଅପରିବର୍ତିତ ରଖାଯାଇଛି ବୋଲି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି । ଏହା ମନିଟାରି ପଲିସି କମିଟିର ୨୪ ତମ ବୈଠକ । ଅଗଷ୍ଟ ୧୨ ତାରିଖ ଦିନ ଜୁଲାଇ ମାସର ମୁଦ୍ରାସ୍ପିତି ହାର ଘୋଷଣା କରାଯିବ ।

Comments (0)
Add Comment