ଗମ୍ଭୀର ହେବାରେ ଲାଗିଛି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟବସ୍ଥା


ନୂଆଦିଲ୍ଲୀ- ଦିନକୁ ଦିନ ଜଟିଳ ହେବାରେ ଲାଗିଛି ପୂର୍ବତରନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟବସ୍ଥା । ସେ ଏବେ କୋମାରେ ରହିଛନ୍ତି । ଗତକାଲି ଠାରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଛି । ଫୁସଫୁସ ସଂକ୍ରମଣ ଯୋଗୁଁ ସେ ସେପ୍ଟିକ ଶକ ରହିଛନ୍ତି । ତାଙ୍କ ଉପରେ ସ୍ୱତନ୍ତ୍ର ଡାକ୍ତରୀ ଟିମ ନଜର ରଖିଛନ୍ତି

Comments (0)
Add Comment