ନୂଆଦିଲ୍ଲୀ : ଚାଇନା ସହ ସୀମା ବିବାଦ ନେଇ ମୋଦିଙ୍କ ମାନସିକ ଅବସ୍ଥା ଭଲ ନାହିଁ । ଏହି ପ୍ରସଙ୍ଗରେ ମୋଦିଙ୍କ ସହ ଆଲୋଚନା ହୋଇଛି ବୋଲି ହ୍ୱାଇଟ୍ ହାଉସ୍ ରେ ଗଣମାଧ୍ୟମକୁ କହିଛନ୍ତି ଆମେରିକାର ରାଷ୍ଟ୍ରପତି ଡେ଼ାନାଲ୍ଡ ଟ୍ରମ୍ପ୍ ।ମାତ୍ର ଟ୍ରମ୍ପଙ୍କ ଏହି କଥାରେ ଆଦୈା ସତ୍ୟତା ନାହିଁ ବୋଲି ବୈଦେଶିକ ମନ୍ତ୍ରଣାଳୟର ଜଣେ ଅଧିକାରୀ ନିଜର ନାମ ଗୋପନ ରଖି କହିଛନ୍ତି । ହାଇଡେ଼୍ରାକ୍ସି କ୍ଲୋରକୁଇନ୍ ବ୍ୟବହାର ନେଇ ଶେଷ ଥର ପାଇର୍ ଦୁଇ ନେତାଙ୍କ ମଧ୍ୟରେ ବାର୍ତାଳାପ ହେବା ପରେ ଅନ୍ୟ କୈାଣସି ପ୍ରସଙ୍ଗ ନେଇ ଆଲୋଚନା ହୋଇ ନାହିଁ ।