ନୂଆଦିଲ୍ଲୀ: ଦେଶରେ ୩୦୮୯୯୩ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ୧୪୫୭୭୯ ଜଣ ସୁସ୍ଥ ଓ ୮୮୮୪ ଜଣଙ୍କର ମୃତ୍ୟୁ ଘଟିଛି । ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୫୭୭୯ ରହିଛି। ଆନ୍ଧ୍ରପ୍ରଦେଶରେ ୮୦ ଜଣ, ଆସାମରେ ୮ ଜଣ, ବିହାରରେ ୩୬ ଜଣ, ଚଣ୍ଡିଗଡ଼ରେ ୫ ଜଣ, ଛତିଶଗଡ଼ରେ ୬ ଜଣ, ଦିଲ୍ଲୀରେ ୧୨୧୪ ଜଣ, ଗୁଜରାଟରେ ୧୪୧୫ ଜଣ, ହରିୟାଣାରେ ୭୦ ଜଣ, ହିମାଚଳ ପ୍ରଦେଶରେ ୬ ଜଣ, ଜମ୍ମୁ ଓ କଶ୍ମୀରରେ ୫୩ ଜଣ, ଝାଡ଼ଖଣ୍ଡରେ ୮ ଜଣ, କର୍ଣ୍ଣାଟକରେ ୭୯ ଜଣ, କେରଳରେ ୧୯ ଜଣ, ଲଦାଖରେ ୧ ଜଣ, ମଧ୍ୟପ୍ରଦେଶରେ ୪୪୦ ଜଣ, ମହାରାଷ୍ଟ୍ରରେ ୩୭୧୭ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୧୦ ଜଣ, ପୁଦ୍ଦୁଚେରୀରେ ୨ଜଣ, ପଞ୍ଜାବରେ ୬୩ ଜଣ, ରାଜସ୍ଥାନରେ ୨୭୨ ଜଣ, ତାମିଲନାଡୁରେ ୩୬୭ ଜଣ, ତେଲେଙ୍ଗାନାରେ ୧୭୪ ଜଣ, ତ୍ରିପୁରାରେ ୧ଜଣ, ଉତ୍ତରାଖଣ୍ଡରେ ୨୧ ଜଣ, ଉତ୍ତରପ୍ରଦେଶରେ ୩୬୫ ଜଣ ଏବଂ ପଶ୍ଚମବଙ୍ଗରେ ୪୫୧ ଜଣମୃତ୍ୟୁବରଣ କରିଛନ୍ତି ।