ବ୍ରିଟେନରେ ଜୁଲାଇ ୧୭ ଯାଏଁ ଲକ୍ଡାଉନ୍

ଲଣ୍ଡନ: ବ୍ରିଟେନ୍ ମହାମାରୀ କରୋନାର ନୂଆ ଷ୍ଟେ୍ରନ୍ର ଦ୍ୱିତୀୟ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ବ୍ରିଟେନ୍ ସରକାର ଆସନ୍ତା ଜୁଲାଇ ମାସ ୧୭ ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶରେ ଲକ୍ଡାଉନ୍ ଘୋଷଣା କରିଛନ୍ତି । ସେହିପରି ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ପାଇଁ ୧୦ଦିନିଆ କ୍ୱାରେଂଟାଇନ୍ ବାଧ୍ୟତାମୂଳକ କରିଛନ୍ତି । ସୂଚନା ଯୋଗ୍ୟ ଯେ, ବି୍ରଟେନ୍ରେ ଏବେ କରୋନାର ନୂଆ ଷ୍ଟେ୍ରନ୍ ଭୂତାଣୁ ହୁ ହୁ ହୋଇ ବଢିଚାଲିଛି । ଏହି ନୂଆ ଷ୍ଟେ୍ରନ୍ ଭୂତାଣୁ ବିଶ୍ୱର ପ୍ରାୟ ଶତାଧିକ ରାଷ୍ଟ୍ରରେ ଦେଖାଦେଇଥିବା ସୂଚନା ମିଳିଛି । ଭାରତରେ ନୂଆ ଷ୍ଟେ୍ରନ୍ରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୦ରେ ପହଞ୍ଚିଛି ।

Comments (0)
Add Comment