ଓପିଟିସିଏଲ୍ ପେନସନରମାନଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା ଯୋଜନା

ଭୁବେନଶ୍ୱର: ଓଡିଶା ବିଦ୍ୟୁତ ଶକ୍ତି ସଞ୍ଚାର ନିଗମ ଲିମେିଟଡ ଆଜି କମ୍ପାନୀର ଅବସରପ୍ରାପ୍ତ କମର୍ଚାରୀମାନଙ୍କ ପାଇଁ ଓରିଏଂଟଲ ରାଷ୍ଟ୍ରାୟତ ବୀମା କମ୍ପାନୀର ସହେଯାଗେର ଏକ ସ୍ୱାସ୍ଥ୍ୟ ବୀମା ଯୋଜନାର ଶୁଭାରମ୍ଭ କରିଛି । ଏହି ଅବସରେର ଓପିଟିସିଏଲ ପରିଚାଳନା ନେିଦ୍ଦର୍ଶକ ଶ୍ରୀ ସଂଜୀବ ସିଂ ଆଜି ଆନୁଷ୍ଠାନିକ ଭୋବ ଏହାର ଉଦଘାଟନ କରି କିଛି ପେନସନରମାନଙ୍କୁ ବୀମା ପତ୍ର ବଂଟନ କରିଥେôଲ । “କମର୍ଚାରୀମୋନ ଅବସର ଗ୍ରହଣ କରିଥେôଲ ମଧ୍ୟ ସେମୋନ ସବେୁବେଳ ଓପିଟିସିଏଲର ହୋଇ ରହେିବ । ସେମାନଙ୍କ ଦୀର୍ଘ ବଷର୍ର ସେବାକୁ କମ୍ପାନୀ େକେବ େହେଲ ଭୁଲିପାରିବ ନାହିଁ । ଏହି ଯୋଜନା କମ୍ପାନୀର ସେମାନଙ୍କ ପ୍ରତି ଥିବା ସ୍ନେହ ଓ ଶ୍ରଦ୍ଧାକୁ ବୁଝାଉଛି । ମୁଁ ସମସ୍ତ ପେନସନର ମାନଙ୍କ ଅବସର ପରବର୍ତୀ ଜୀବନ ସୁସ୍େଥର ରହୁ ବୋଲି କାମନା କରୁଛି” ବୋଲି କହିଥେôଲ ଶ୍ରୀ ସଂଜୀବ ସିଂ । ଆଜି ସୁଦ୍ଧା ୩୦୦ ପେନସନର ଏହି ଯୋଜନୋର ପଞ୍ଜୀକରଣ କରିଛନ୍ତି । ଅଧିକରୁ ଅଧିକ ପେନସନରମାନଙ୍କୁ ଏହି ଯୋଜନୋର ଅନ୍ତର୍ଭୁକ୍ତ କରିବା ପାଇଁ କମ୍ପାନୀ ପଦେକ୍ଷପ ନେବ ବୋଲି କହିଛି । ପେନସନରମୋନ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ପାଇପାରେିବ । ଯଦି ପେନସନର ମୃତ୍ୟୁ ବରଣ କରିଥାନ୍ତି େତେବ ତାଙ୍କର ସ୍ୱାମୀ କିମ୍ବା ସ୍ତ୍ରୀ ମଧ୍ୟ ଏହି ବୀମା ଯୋଜନୋର ଅନ୍ତର୍ଭୁକ୍ତ ହୋଇପାରେିବ । ଏହି ଅବସରେର ଉପସ୍ଥିତ ଓରିଏଂଟଲ ବୀମା କମ୍ପାନୀର ବରିଷ୍ଠ ପ୍ରବନ୍ଧକ ଶ୍ରୀ ଏେ.କ ଭଞ୍ଜ ୨୪ ଘଂଟିଆ ସହେଯାଜ ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି କରିଥେôଲ । ବରିଷ୍ଠ ଶ୍ରମିକ ନେତା ବଟୁ ରାୟ ନିଜର ବୀମା ପତ୍ର ଗ୍ରହଣ କରି ଓପିଟିସିଏଲର ଏହି ପଦେକ୍ଷପକୁ ପ୍ରଶଂସା କରିଥେôଲ ଏବଂ ଅଧିକରୁ ଅଧିକ ଅବସରପ୍ରାପ୍ତ କମର୍ଚାରୀ ଏହି ଯୋଜନୋର ପଞ୍ଜୀକରଣ କରେିବ ବୋଲି ପ୍ରତିଶୃତି ଦେଇଥେôଲ । ଅଜିର ଏହି ଉଦଘାଟନ କାର୍ଯ୍ୟକ୍ରମେର କମ୍ପାନୀର ନେିଦ୍ଦର୍ଶକ (ଅପେରସନ) ଶ୍ରୀ େଉପନ୍ଦ୍ର କୁମାର ପତି, ନେିଦ୍ଦର୍ଶକ(ମାନବ ସମ୍ବଳ), ରଘୁନାଥ ପ୍ରତିହାରୀ, ନେିଦ୍ଦର୍ଶକ(ଅଥ)ର୍, ଶ୍ରୀ ସମୀର ସ୍ୱାଇଁ, ନେିଦ୍ଦର୍ଶକ(ପ୍ରକଳ୍ପ) ରାଜୀବ ଲୋଚନ ପଣ୍ଡା, ବରିଷ୍ଠ ମାହାପ୍ରବନ୍ଧକ(ମାନବ ସମ୍ବଳ) ଚନ୍ଦ୍ରେଶଖର ପ୍ରଧାନ ଏବଂ ମହାପ୍ରବନ୍ଧକ(ମାନବ ସମ୍ବଳ) ଅନୀତା ମହାପାତ୍ର ପ୍ରମୁଖ ଉପସ୍ଥିତ ଥେôଲ ।

Comments (0)
Add Comment