କ୍ୱରେଂଟାଇନରେ ଅବ୍ୟବସ୍ଥା!

ବିଞ୍ଝାରପୁର,୧୯.୬(ନି.ପ୍ର): ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ସିଂହପୁର ସ୍ଥିତ ଖରସ୍ରୋତା ମହବିଦ୍ୟଳୟ କ୍ୱରେଂଟାଇନ ସେଣ୍ଟରରେ ବ୍ୟବପ ବ୍ୟବସ୍ଥା ପରିଲିକ୍ଷିତ ହୋଇଛି । ଏଥିନେଇ କ୍ୱରେଂଟାଇନରେ ଥିବ ଅନ୍ତେବସୀ ପ୍ରଶସନକୁ ବଗତ କରିଥିଲେ ମଧ୍ୟ ପ୍ରଶସନ ପକ୍ଷରୁ କୈଣସି ପଦକ୍ଷେପ ଗ୍ରହଣ କରଯାଇନଥିବା ଅନ୍ତେବସୀ ମନେ ଅଭିଯୋଗ କରିଛନ୍ତି । ଏଥିନେଇ ନ୍ତେବସୀ ମାନେ ଏକ ଭିଡିଓ ସୋସିୟାଲ ମିଡିରେ ଭାଇରାଲ କରିଛନ୍ତି । ଯେଉଁଥିରେ କି ଏହି ଟିଏମସିରେ ପରିଷ୍କାର ପରିଚ୍ଛନ୍ନତା ବିପନ୍ନ ହେପଡିଥିବ ଦେଖିବକୁ ମିଳିଛି । ଏହା ସହିତ ଉକ୍ତ ଟିଏମସିରେ ଥିବା ଜରୀ ଗ୍ରାମପଂଚାୟତ ନାଉବାଙ୍କ ଗା୍ରମର ଜୈନିକ ଦିଲ୍ଲୀ ଫେରନ୍ତା ଯୁବକ ଙ୍କୁ ଜ୍ୱର ସଦ୍ଧି ରହିଥିବ ବେଳେ ତାଙ୍କୁ ଡାକ୍ତରୀ ପରୀକ୍ଷ କରାଯାଇନାହିଁ । ଏହାକୁ ନେଇ ମଧ୍ୟ ଗତକାଲି ରାତିରେ ସ୍ଥନୀୟ ଲେକେ ହୋହାଲ୍ଲା କରିଥିଲେ । ଏହି ଦିଲ୍ଲୀ ଫେରନ୍ତାଙ୍କ ସହିତ ଫେରିଥିବା ଅନ୍ୟ ଜଣେ ଯୁବକଙ୍କ ଠାରେ କରୋନା ପଜେଟିଭ ଚିହ୍ନଟ ହୋଇଛି । ତେଣୁ ଏହି ଯୁବକ ଭୟଭିତ ଅବସ୍ଥାରେ ରହିଥିଲେ ମଧ୍ୟ ପ୍ରଶସନ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷ କରୁନଥିବାରୁ ଉତ୍ତେଜନ ମଧ୍ୟ ଦେଖିବକୁ ମିଳିଛି । ନିଜର ସ୍ୱାସ୍ଥ୍ୟଗତ ସମସ୍ୟ ନେଇ ସ୍ଥନୀୟ ନେଡଲ ଧିକରୀ ଏବଂ ବ୍ଲକ, ତହସିଲ ପ୍ରଶାସନକୁ ଯୁବକ ଜଣକ ଜଣାଇବା ସହିତ ତାର ସ୍ୱାସ୍ଥ୍ୟ ପରୀକ୍ଷ କରିବାକୁ ନିବେଦନ କରୁଥିଲେ ମଧ୍ୟ ଡାକ୍ତର ଆସୁନଥିବା କହି ପ୍ରଶାସନ କଥାକୁ ଏଡେଇ ଚାଲିଛି । ଫଳରେ ପ୍ରବାସୀଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ଦେଖାଦେଇଥିବା ପ୍ରବାସୀ ମାନେ ପ୍ରକାଶ କରିଛନ୍ତି । ସେହିପରି ବରୀ ବ୍ଲକ ତଥା ବିଞ୍ଝାରପୁର ଥାନା ଅନ୍ତର୍ଗତ ମଧୂସୁଦନପୁର ପଞ୍ଚାୟତରେ ଥିବା ଟିଏମସିରେ ଜଣେ ଯୁବକଙ୍କର କରୋନା ଲକ୍ଷଣ ଥିଲେ ମଧ୍ୟ ତଙ୍କୁ ଏଜାବତ ପରୀକ୍ଷ କରଯନହିଁ । ଫଳରେ ତାଙ୍କ ସମେତ ପରିବାର ଲୋକେ ମଧ୍ୟ କ୍ଷୋଭେ ପ୍ରକାଶ କରିଛନ୍ତି । ମଧୂସୁଦନପୁରର ଯୁବକଙ୍କ ପତ୍ନୀ ଏହି ଘଟଣକୁ ନେଇ ସରପଞ୍ଚଙ୍କ ଠରୁ ରମ୍ଭ କରି ବ୍ଲକ ତଥ ଜିଲ୍ଲ ପ୍ରଶସନ ନିକଟରେ ଗୁହାରୀ କରୁଥିଲେ ମଧ୍ୟ କେହି ଶୁଣୁନଥିବାଯୁବକଙ୍କ ପତ୍ନୀ ପ୍ରକାଶ କରିଛନ୍ତି ବର୍ତମନ ସ୍ଥିତିରେ କରେନ କ୍ରନ୍ତ ଙ୍କ ସଂଖ୍ୟ ବଢି ଚଲିଥିବା ବେଳେ ପ୍ରଶସନର ଏପରୀ ଖାମଖିଲିତ ସ୍ଥନୀୟ ଞ୍ଚଳ ପାଇଁ ବଡ ବୀପଦ ସୃଷ୍ଟି କରିପରେ ବେଲି ବୁଦ୍ଧିଜିବୀ ମନେ ମତ ପ୍ରକଶ କରିଛନ୍ତି ଏହି ସବୁ ଟିଏମସି ଗୁଡିକରେ ଥିବ ବ୍ୟବସ୍ଥର ସୁଧର ସହିତ ଲକ୍ଷଣ ଥିବ ବ୍ୟକ୍ତି ମନଙ୍କର ତୁରନ୍ତ ପରୀକ୍ଷ କରଯିବକୁ ସଧରଣରେ ଦବି କରଯଛି ।

Comments (0)
Add Comment