ଝାରସୁଗୁଡା ୭ ଦିନ ପାଇଁ ସଟ ଡାଉନ ଘୋଷଣା


ଝାରସୁଗୁଡା- କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇଥିବାରୁ ଝାରସୁଗୁଡା ଜିଲ୍ଲାକୁ ୭ ଦିନ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରିଛନ୍ତି ଜିଲ୍ଲା ପ୍ରଶାସନ । ଆସନ୍ତା ୩୦ ତାରିଖରୁ ସେପ୍ଟେମ୍ବର ୫ ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତର ରହିବ । ଅତ୍ୟାବଶ୍ୟକ ସମାଗ୍ରୀ ସକାଳ ୬ରୁ ଦିନ ୧୧ ଯାଏ ଖୋଲା ରହିବ । ସମସ୍ତ ଅଣ ଅତ୍ୟାବଶ୍ୟକ ଦୋକାନ ବନ୍ଦ ରହିବ । ଝାରସୁଗୁଡାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୩୩ ରହିଥିବା ବେଳେ ୬୧୭ ଜଣ ଆରୋଗ୍ୟଲାଭ କରିଛନ୍ତି ଓ ୪୧୫ ଆକଟିଭ ମାମଲା ରହିଛି ।

Comments (0)
Add Comment