ଦରକାର ୧ ଏକରରୁ ଅଧିକ ଜମି:ମ୍ୟୁଜିଉମରୁ ଯିବ!

ଭୁବନେଶ୍ୱର: ମ୍ୟୁଜିଉମ ଛକରେ ୪ ଲେନ୍ ବଦଳରେ ୧୪ ଲେନ୍ ରାସ୍ତାର ଯୋଜନା ହୋଇଛି । ସେଥିପାଇଁ ପୁରୁଣା ଟେଣ୍ଡରକୁ ବାତିଲ କରାଯାଇଛି । ପୁରୁଣା ଟେଣ୍ଡରରେ ମ୍ୟୁଜିଉମ ଛକରୁ ମାଉସୀ ମା’ ଛକ ଆଡ଼କୁ ଯାଇଥିବା ରାସ୍ତାକୁ ୪ ଲେନ୍ ପାଇଁ ନିଷ୍ପତି ହୋଇଥିଲା । କିନ୍ତୁ ବର୍ଦ୍ଧିତ ଟ୍ରାଫିକ୍ ସମସ୍ୟା ପାଇଁ ଏବେ ୪ ଲେନ୍ ବଦଳରେ ୧୪ ଲେନ୍ ପାଇଁ ଯୋଜନା ହୋଇଛି । ବଡ଼ଗଡ଼ ଛକରୁ ବିଜେବି କଲେଜ ଗେଟ୍ର ପାଖ ଯାଏ ଏହି ଚଉଡ଼ା ରାସ୍ତା ହେବ । ମ୍ୟୁଜିଉମ ଛକରେ ମାଷ୍ଟରକ୍ୟାଂଟିନ୍ ଛକ ଭଳି ବଡ଼ ଗୋଲେଇ ରହିବ ।

Comments (0)
Add Comment