ନାବାଳକକୁ ମାରିଦେଲା କୁମ୍ଭୀର

ଚିତ୍ରକୋଣ୍ଡା: ଏଠାରେ ଅତି ଦୁର୍ଭାଗ୍ୟଜନକ ଘଟଣାରେ ଜଣେ ନାବାଳକକୁ ପ୍ରାଣ ହରାଇବାକୁ ପଡିଛି । ମିଳିଥିବା ସୂଚନା ଅନୁଯାୟୀ, ସ୍ଥାନୀୟ ସିଲେରୁ ନଦୀକୁ ଏହି ନାବାଳକ ଜଣଙ୍କ ଯାଇଥିଲା ବେଳେ କୁମ୍ଭୀର ତାକୁ ନଦୀ ଭିତରକୁ ଟାଣି ନେଇ ମାରି ଦେଇଥିବା ପ୍ରକାଶ ଆଜି ସକାଳେ ଏହାର ଶବ ନଦୀରେ ଭାସୁଥିଲା ବେଳେ ସ୍ଥାନୀୟ ଗ୍ରାମ ବାସୀ ଶବକୁ ଉଦ୍ଧାର କରିଥିଲେ । କୁମ୍ଭୀର ଏହି ନାବାଳକର ହାତ ଗୋଡ ଛିଡାଇଥିବା ଦେଖାଣାହାରି ମାନଙ୍କ ଠାରୁ ପ୍ରକାଶ ।

Comments (0)
Add Comment