ନାଲକୋ କ୍ୱାଟର ଆବଂଟନରେ ବ୍ୟାପକ ଦୁର୍ନୀତି, କର୍ମଚାରୀଙ୍କ ମହଲରେ ଅସନ୍ତୁଷ୍ଟ?

ଅନୁଗୁଳ : ଗତ ୨୦/୦୮/୨୦୨୦ରେ ନୋଟିସ ମାଧ୍ୟମରେ ଅର୍ଡର ବାହାରିଥିଲା, କିନ୍ତୁ କଣ ଏମିତି ସମସ୍ୟା ହେଲା ଯେ, ଅର୍ଡରକୁ ପୁଣି ସ୍ଥଗିତ କରାଗଲା ବୋଲି ନାନା ପ୍ରଶ୍ନବାଚୀ ସୃଷ୍ଟି ହେଉଛି, ଏବଂ ଏଥିରେ ନାଲକୋର ବରିଷ୍ଠ ପଦାଧିକାରୀ ଏବଂ ସଂଗଠନର ବରିଷ୍ଠ କାର୍ଯ୍ୟକର୍ତାଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଏଭଳି ପରିସ୍ଥିତି ବାରମ୍ବାର ସୃଷ୍ଟି ହେଉଛି,ଯେଉଁଥିରେକି କର୍ମଚାରୀମାନେ ଗୋଟିଏ କ୍ୱାଟର ପାଇଁ ହକଦାର ଥିଲେ ମଧ୍ୟ ସେଇ କ୍ୱାଟରକୁ ଆଉ କାହାକୁ ଦେଇ ଦିଆଯାଉଛି । ଏଥିପାଇଁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ର ନିରପେକ୍ଷ ତଦନ୍ତ ପାଇଁ ଦାବୀ ହେଉଛି ?

Comments (0)
Add Comment