ବିରଳ ଶିଶୁକନ୍ୟା ଜନ୍ମ

କେନ୍ଦ୍ରାପଡା ଜିଲ୍ଲାର ଏକ ଘରୋଇ ନର୍ସିଙ୍ଗ ହୋମରେ ଏକ ବିରଳ ଶିଶୁକନ୍ୟା ଜନ୍ମ ଗ୍ରହଣ କରିଛି। ରାଜନଗର କଣି ଗ୍ରାମର ଜନୈକ ଦମ୍ପତ୍ତି ରଶ୍ମିତା ପରିଡା (ଛଦ୍ମନାମ) ଏହି ଶିଶୁକୁ ଜନ୍ମ ଦେଇଛନ୍ତି। ଶିଶୁକନ୍ୟାଟି ଏବେ ସୁସ୍ଥ ଥିବା ଜଣାପଡିଛି।

Comments (0)
Add Comment