ବାଲିକୁଦା; ତିର୍ତୋଲର ବର୍ତମାନର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଓ ପୂର୍ବତନ ସାଂସଦ ବିଷ୍ଣୁ ଦାସଙ୍କ ପର ଲୋକରେ ବାଲିକୁଦା ପୂର୍ବତନ ବିଧାୟକ ଡା. ଲଲାଟେନ୍ଦୁ ମହାପାତ୍ର, ଉମେଶ ସ୍ୱାଇଁ, ଜ୍ୟେତିଷ ଚନ୍ଦ୍ର ଦାସ ଗଭୀର ଶୋକ ପ୍ରକାଶ କରିଛନ୍ତି । ବ୍ଲକ ବିଜେଡି ପକ୍ଷରୁ ଶ୍ରୀ ଦାସଙ୍କ ପରଲୋକରେ ଗଭିର ଶୋକ କରାଯାଇଛି । ବ୍ଲକ ଅଧ୍ୟକ୍ଷା ମଧୁସ୍ମିତା ସାହୁ, ଉପାଧ୍ୟକ୍ଷ ରାଖାଲ ଚନ୍ଦ୍ର ଦାସ, ଜିଲ୍ଲାପରିଷଦ ସଦସ୍ୟା ବବିତା ସ୍ୱାଇଁ, ଜୟଶ୍ରୀ ଦର୍ପଦଳିନୀ ମଲ୍ଲିକ, ରାମଚନ୍ଦ୍ର ମହାନ୍ତି, ବ୍ଲକ ବିଜେଡି ସଭାପତି ରତ୍ନାକର ନାୟକ, ପୂର୍ବତନ ସରପଂଚ ଗୌରାଙ୍ଗ ଚରଣ ଦାସ, ବ୍ଲକ କୃଷକ ସେଲ ସଭାପତି ସନ୍ତୋଷ ରାୟ, ବରିଷ୍ଠ ବିଜେଡି ନେତା ପ୍ରକାଶ ରାୟ, ଚିତରଞ୍ଜନ ମିଶ୍ର, ଯୁବ ସଂଗଠକ ଭୀମସେନ ମୁଦୁଲି, କମଳାକାନ୍ତ ମହାପାତ୍ର, ବାଲିକୁଦା ପୂଜ୍ୟପୂଜା ସଂସଦ ସଭାପତି କୈଳାସ ବିଶ୍ୱାଳ, ସମ୍ପାଦକ ଅରୁଣ କୁମାର ମହାନ୍ତି, ଯୁଗ୍ମ ସମ୍ପାସଦକ ବାବନ ଚରଣ ସ୍ୱାଇଁ, ସହ ସମ୍ପାଦକ ପବିତ୍ର ମୋହନ ସାଉ, ସରୋଜକାନ୍ତ ସ୍ୱାଇଁ, ସ୍ୱେତକୁମାର ସ୍ୱାଇଁ, ପ୍ରଫୁଲ ଷଡଙ୍ଗୀ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିବା ସହିତ ତାଙ୍କ ଆତ୍ମାର ସଦ୍ଗତି କାମନା କରିଛନ୍ତି ।