ବେଆଇନ ଚିଙ୍ଗୁଡି ଘେରି : ଜବରଦଖଲକାରୀଙ୍କ ବିରୋଧରେ ମାମଲା ପାଇଁ ନିର୍ଦ୍ଦେଶ

କଟକ: ବେଆଇନ ଭାବେ ତିଆରି କରାଯାଇଥିବା ଚୁଙ୍ଗୁଡି ଘେରି େଉଛଦ ସମ୍ପକିର୍ତ ଜନସ୍ୱାର୍ଥ ମାମଲାରେ ଆଜି ହାଇକୋର୍ଟ ଜବରଦଖଲକାରୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ରାଜ୍ୟ ସରକାରଙ୍କୁ ନିଦ୍ଦେର୍ଶ ଦେଇଛନ୍ତି । ହାଇକୋର୍ଟ ଏହି ମାମଲାରେ କେତେ ବେଆଇନ ଚୁଙ୍ଗୁଡି ଘେରି ଉଛେଦ କରାଯାଇଛି ସେ ସମ୍ପକର୍ରେ ମଧ୍ୟ ତଥ୍ୟ ପ୍ରଦାନ କରିବାକୁ ଆଦେଶ ଦେଇଛନ୍ତି । ହାଇକୋଟଙ୍ର୍କ ଗତ ମଇ ୩୧ ତାରିଖ ଆଦେଶ ଆଧାରରେ ଆମିକସ୍‌କ୍ୟୁରୀ ମୋହିତ୍ ଅଗ୍ରୱାଲ୍ ଅଦାଲତରେ ଏକ ରିପୋର୍ଟ ଦାଖଲ କରଛନ୍ତି । ସେହିପରି ଏହି ମାମଲାରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ପକ୍ଷରୁ ହାଇକୋଟର୍ରେ ମଧ୍ୟ ସତ୍ୟପାଠ ଦାଖଲ କରାଯାଇଛି । ଏଥିରେ କୁହାଯାଇଛି ଯେ ଗତ ୧୯ ତାରିଖେର ଆଡ୍େ‌ଭାକେଟ୍ ଜେନରାଲ୍‌ଙ୍କ ଅଧ୍ୟକ୍ଷତାର ଭର୍ଚୁଆଲ୍େ‌ର ଏକ ବୈଠକ ଅନୁଷ୍ଠିତ ହୋଇଥିଲ।। ଜିଲ୍ଲା ପ୍ରଶାସନ ପକ୍ଷରୁ ବେଆଇନ ଭାବେ ଚିଙ୍ଗୁଡି ଘେରି କରିଥିବା ଲୋକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କନିକା, ମହାକାଳପଡା, ରାଜନଗର ତହସିଲଦାରମାନେ ୫ଟି ଏଫ୍‌ଆଇଆର୍ ରୁଜୁ କରିଥିବାବେଳେ ରାଜନଗର, ତାଳଚୁଆଁ, ଜମ୍ବୁ, ତନ୍ତିଆପାଳ, ରାଜକନିକା ଥାନା ଅଧିନରେ ୪୩୦ ଜଣ ଉଲ୍ଲଂଘନକାରୀଙ୍କ ବିରୋଧରେ ଏଫ୍‌ଆଇଆର୍ ରୁଜୁ ହୋଇଛି । ରାଜନଗର ଡିଏଫ୍‌ଓଙ୍କ ଅଧିନରେ ଥିବା ଗୁପ୍ତି ଫରେଷ୍ଟର୍ ପକ୍ଷରୁ ଜାଲ ଜବତ କରାଯାଇଛି । କେନ୍ଦ୍ରାପଡା ଏସ୍‌.ପିଙ୍କୁ କନିକା, ରାଜନଗର, ମହାକାଳପଡା ଆଦି ଅଞ୍ଚଳରେ ୧ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରିବାକୁ କୁହାଯାଇଛି । ତେବେ ଆମିକସ୍‌କ୍ୟୁରୀଙ୍କ ପକ୍ଷରୁ କୁହାଯାଇଥିଲା ଯେ କେନ୍ଦ୍ରାପଡା ଜିଲ୍ଲାରେ ୩୮.୨୦୫ ଏକର ଜମିରେ ବେଆଇନ ଘେରି ରହିଛି । ଏହି ଅବସରରେ ଭୁବନେଶ୍ୱର ଓଆର୍‌ଏସ୍‌ଏସିକୁ କେନ୍ଦ୍ରାପଡା ଜିଲ୍ଲାରେ ଥିବା ବେଆଇନ ଚିଙ୍ଗୁଡି ଘେରି ସମ୍ପକର୍ରେ ଫୋଟଚିତ୍ର ପ୍ରଦାନ କରିବାକୁ ଅନୁରୋଧ କରାଯାଇଛି । ତେବେ ସିଡିଏ ମୁଖ୍ୟ କାର୍ଯ୍ୟନିର୍ବାହୀଙ୍କ ପକ୍ଷରୁ ଦାଖଲ ସତ୍ୟପାଠେର କୁହାଯାଇଛି ଯେ ପୁରୀ ଜିଲ୍ଲୋର ୧୦୬୪୨.୫୭ଏକର ବେଆଇ ଚିଙ୍ଗୁଡି ଘେରି ରହିଛି । ହାେଇକାଟଙ୍ର୍କ ଗତ ମାର୍ଚ୍ଚ ୧୦ ତାରିଖ ଅୋଦଶ ଅନୁସୋର ଗତ ମାର୍ଚ୍ଚ ୧୫ ତାରିଖେର ଟାସ୍କେଫାର୍ସ କମିଟି ଗଠିତ ହୋଇଛି । ଟାସ୍କେଫାର୍ସ ବୈଠକ ଉପ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତୋର ହୋଇଯାଇଛି । ବ୍ରହ୍ମଗିରେୀର ୮୦୩.୭୦ ଏକର ବେଆଇନ ଚୁଙ୍ଗୁଡି ଘେରିକୁ େଉଛଦ କରାଯାଇଥିବୋବେଳ କୃଷ୍ଣପ୍ରସାଦ ଅଞ୍ଚଳେର ୨୨୨୨.୨୧ ଜମିକୁ ମୁକ୍ତ କରାଯାଇଛି । ଏଠୋର ୧୧୨୩. ଏକର ଚିଙ୍ଗୁଡି ଘେରିକୁ ଉଛେଦ କରାଯାଇଥିବା ଦର୍ଶାଯାଇଛି । କୃଷ୍ଣପ୍ରସାଦ ଅଞ୍ଚଳେର ଜୁନ୍ ୨୦ ଓ ୨୧ ତାରିଖେର ଉଲ୍ଲଂଘନକାରୀଙ୍କ ବେିରାଧେର ୬ଟି ମାମଲା ରୁଜୁ ହୋଇଛି । ବ୍ରହ୍ମଗିରୀରେ ଗତ ୨୧ ତାରିଖେର ୨ଟି ମାମଲା ରୁଜୁ ହୋଇଛି । ହାେଇକାର୍ଟ ପୂବର୍ରୁ ଘେରି ଉଛେଦ ନିମେନ୍ତ କଣ ପଦେକ୍ଷପ ନିଆଯାଇଛି ଓ କେତେ ଚିଙ୍ଗୁଡି ଘେରି ଉଛେଦ କରାଯାଇଛି ସେ ସମ୍ପକର୍ରେ କେନ୍ଦ୍ରାପଡା, ଖୋର୍ଦ୍ଧା ଓ ପୁରୀ, ଗଞ୍ଜାମ ଜିଲ୍ଲାପାଳଙ୍କୁ ବ୍ୟକ୍ତିଗତ ଭୋବ ହାଜର ହୋଇ ସତ୍ୟପାଠ ଦେବାକୁ ନେିଦ୍ଦର୍ଶ ଦେଇଥେିଲ । ଅଦାଲତ ଚିଙ୍ଗୁଡି ଘେରି େଉଛଦ, ନିଆଯାଇଥିବା ପଦେକ୍ଷପ ଓ ବତ୍ତର୍ମାନର ସ୍ଥିତି ସମ୍ପକର୍ରେ ଏକ ଷ୍ଟାଟସ୍ ରେିପାର୍ଟ ଦାଖଲ କରିବାକୁ ଅୋଦଶ ଦେଇଥେିଲ । ଏଥିସହିତ ବେଆଇନ ଚିଙ୍ଗୁଡି ଘେରି ସମ୍ପକର୍ରେ କଣ ପାଇଁ ଅପରାଧ ମାମଲା ରୁଜୁ ହୋଇନାହିିଁ ସେ ସମ୍ପକର୍ରେ ଅବଗତ କରାଇବାକୁ ହାେଇକାର୍ଟ ଉପେରାକ୍ତ ସମସ୍ତ ଜିଲ୍ଲାପାଳମାନଙ୍କୁ ଅୋଦଶ ଦେଇଥେିଲ । ଚିଲିକାର ସୁରକ୍ଷା ଓ ଭିତରକନିକା ଅଭୟାରଣ୍ୟ ସୁରକ୍ଷା ପାଇଁ ସେବାର୍ଚ୍ଚ ଅଦାଲତଙ୍କ ନେିଦ୍ଦର୍ଶକ୍ରେମ ହାେଇକାଟର୍ର ରେଜିଷ୍ଟ୍ରାର୍ (ଜୁଡିସିଆଲ୍‌) ଏ ସମ୍ପକର୍ରେ ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ସଚିବ, ମତ୍ସ୍ୟ ବିଭାଗ ସଚିବ ପ୍ରମୁଖଙ୍କୁ ପକ୍ଷଭୁକ୍ତ କରି ନିଜ ଆଡୁ ଏକ ମାମଲା ରୁଜୁ କରିଥିେିଲ ।

Comments (0)
Add Comment