ମଙ୍ଗଳ ଗ୍ରହରେ ଜମି କିଣିଲେ ଓଡିଆ

ପଟ୍ଟାମୁଣ୍ଡାଇ: ଜଣେ ଓଡିଆ ମଙ୍ଗଳ ଗ୍ରହରେ ୧ ଏକର ଜମି କିଣିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବ୍ଲକ ସ୍ଥିତ କୁମଣି ଗ୍ରାମର ଅଭୟକୁମାର ସେନାପତି ଏହି ଜମି କିଣି ଝିଅର ଜନ୍ମଦିନରେ ତାକୁ ଉପହାର ଦେଇଥିବା କହିଛନ୍ତି । ୧୦ ହଜାର ଟଙ୍କାରୁ ଅଧିକ ଅର୍ଥ ଏଥିଲାଗି ସେ ଦେଇଥିବା ପ୍ରକାଶ । କଥାଟି ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ୍ୟ । ଶ୍ରୀ ସେନାପତି ବାଙ୍ଗାଲୋରର ଏକ କମ୍ପାନୀରେ ଏବେ କାର୍ଯ୍ୟରତ ।

Comments (0)
Add Comment