ମଦ ଦୁର୍ନୀତି ଓ କଳାଟଙ୍କା ଜବତ ଘଟଣାରେ ବିଜେଡ଼ିର ସଂପୃକ୍ତି,ପ୍ରତିବାଦରେ ଉପଜିଲ୍ଲାପାଳ କାର୍ଯ୍ୟାଳୟର ଆଗରେ ବିଜେପିର ଆନ୍ଦୋଳନ

ଚମ୍ପୁଆ : ଆଜି ଚମ୍ପୁଆ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଭାରତୀୟ ଜନତା ପାର୍ଟି ତରଫରୁ ବିଜେଡିର ଭ୍ରଷ୍ଟାଚାର ଶାସନରେ ଓଡ଼ିଶା ନିନ୍ଦିତ ବିଜେଡି ସରକାରର ଅନୁକମ୍ପା ସାହୁ ବ୍ରୋଦର୍ସର ୫୦୦କୋଟି କଳା ଟଙ୍କା ଜଵଦ ଉପରେ ପ୍ରତିବାଦ ସହ ବିକ୍ଷୋଭ ପ୍ରଦର୍ଶନରେ ଉପସ୍ଥିତ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଚମ୍ପୁଆ ପ୍ରଭାରୀ ରାଧାକାନ୍ତ ମହାନ୍ତ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କୃଷକ ମୋର୍ଚ୍ଚା ଅଖିଳ ନାଏକ, ଜିଲ୍ଲା ଉପସଭାପତି ତଥା ଚମ୍ପୁଆ ସଂଯୋଜକ ଦେବପ୍ରସାଦ ମିଶ୍ର, ଜିଲ୍ଲା ଉପସଭାପତି ଆଗ୍ନୁ ଚରଣ ମହାନ୍ତ, ଜିଲ୍ଲା ମହିଳା ମୋର୍ଚ୍ଚା ଉପସଭାପତି ଶ୍ରଦ୍ଧାଞ୍ଜଳି କର, ଜିଲା ଉପସଭାପତି ସପ୍ନା ସାହୁ, ରାଜ୍ୟ ଯୁବ ମୋର୍ଚ୍ଚା ଉପସଭାପତି ପ୍ରକାଶ ମଲ୍ଲିକ ନାରୀନେତ୍ରୀ ଝରଣା ମହାନ୍ତ, ଜିଲ୍ଲା ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ମହତାବ ଆଲମ , ହରିଜନ ମୋର୍ଚ୍ଚା ଜିଲ୍ଲା ସମ୍ପାଦକ ସୈନ୍ୟସି ମାଝୀ, ବିଲେଇପଦା ମଣ୍ଡଳ ସଭାପତି ଅଲେଖ କୁମାର ବାରିକ,ଭଣ୍ଡା ମଣ୍ଡଳ ସାଧାରଣ ସମ୍ପାଦକ ଭାବଗ୍ରାହୀ ମହାନ୍ତ, ଭଣ୍ଡା ମଣ୍ଡଳ ସଭାପତି ହେମନ୍ତ ମହାନ୍ତ, ଚମ୍ପୁଆ ଗ୍ରାମୀଣ ମଣ୍ଡଳ ସଭାପତି ଚନ୍ଦ୍ରଶେଖର ମହାନ୍ତ , ବିଲେଇପଦା ମଣ୍ଡଳ , କରଞ୍ଜିଆ ମଣ୍ଡଳ ସାଧାରଣ ସମ୍ପାଦକ ରଞ୍ଜନ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ । । 

Comments (0)
Add Comment