ରାଜ୍ୟରେ ବଢୁଛି ବେକାରୀ

ଭୁବନେଶ୍ୱର: ଆଜି ବିଧାନସଭାରେ ଉଠିଛି ବେକାରୀ ପ୍ରସଙ୍ଗ । ରାଜ୍ୟରେ ବଢୁଛି ବୋକାରୀ ସଂଖ୍ୟା । ଅକ୍ଟୋବର ମାସ ସୁଦ୍ଧା ରାଜ୍ୟରେ ୮ଲକ୍ଷ ୯୬ହଜାର ୮୩୮ ଜଣ ପଂଜିକୃତ ବେକାର ଥିବା ଜଣାପଡିଛି । ଏନେଇ ବିଜେପି ବିଧାୟକ ମୁକେଶ ମହାଲିଙ୍ଗଙ୍କ ପ୍ରଶ୍ନରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଗୃହରେ ଲିଖିତ ଉତର ରଖିଛନ୍ତି । ସେହିପରି ୬ବର୍ଷ ଭିତରେ ୧୩ ଲକ୍ଷ ୬୬ହଜାର ୧୬୬ ଜଣ ଯୁବକ ଓ ଯୁବତୀଙ୍କୁ ତାଲିମ ପ୍ରଦାନ କରାଯାଇଛି ।

Comments (0)
Add Comment