ଲଗାଣ ବର୍ଷାରେ ବେହାଲ ମାଲକାନାଗିରି


ମାଲକାନାଗିରି- ଲଗାଣ ବର୍ଷା ଯୋଗୁଁ ବେହଲା ହୋଇଯାଇଛି ମାଲକାନାଗିରି । ବିିଭନ୍ନ ନଦୀରେ ବନ୍ୟାଜଳ ପ୍ରଭାବିତ ହୋଉଛି । ପୋଲ ଓ ରାସ୍ତା ଉପରେ ୪ରୁ ୫ ଫୁଟୁର ବନ୍ୟାଜଳ ସୁଅ ଛୁଟୁଥିବାରୁ ମାଲକାନଗିରିରୁ ଜୟପୁର , ବାଲିମେଳା ଓ କାଲିମେଳାକୁ ଯେଗାଯୋଗ ବିଛିନ୍ନ ହୋଇପଡିଛି । ପାଙ୍ଗମ , ପୋଟେରୁ, କୋଙ୍କରଖୋଣ୍ଡା, ଏମଭି-୩୭ ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି । ମାଛକୁଣ୍ଡ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ଯୋଗୁଁ ଗେଟ ଖୋଲା ଯାଇ ଜଳ ନିଷ୍କାସନ କରାଯାଉଛି ।

Comments (0)
Add Comment