ଲୁଟିଲେ ସୁନା ଓ ନଗଦ ଟଙ୍କା

ଯାଜପୁର: ଯାଜପୁର ଜିଲ୍ଲାର ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଚିକଣା ପଂଚାୟତରେ ପଦ୍ମଲୋଚନ ମଲ୍ଲିକଙ୍କ ଘରେ ପଶି ବଳ ପୁର୍ବକ ଆକ୍ରମଣ କରି ୧୫ହଜାର ଟଙ୍କା ଓ ସୁନା ୨ଭରି ଡକାୟତି ହୋଇଥିବା ଅଭିଯୋଗ ହୋଇଥିଲା । ଏହାକୁ ଭିତି କରି ବିଞ୍ଝାରପୁର ଥାନାରେ ଧାରା ୧୯୭/୨୦ରେ ଏକ ମାମଲା ରୁଜୁ ହୋଇଛି । ଏଥିନେଇ ପୋଲିସ ତଦନ୍ତ କରୁଥିବା ଜଣା ପଡିଛି ।

Comments (0)
Add Comment