ଭୁବନେଶ୍ୱର,୧୯.୬ (ନି.ପ୍ର.) : ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ତରଫରୁ ଭାରତୀୟ ଷ୍ଟେଟ ବ୍ୟାଙ୍କର କର୍ମଚାରୀ ସଂଘର ସାଧାରଣ । ଦକ ଭୁବନେଶ୍ୱର ମଣ୍ଡଳ ଶ୍ରୀ ଶିବ ପ୍ରସାଦ ବେହେରାଙ୍କ ବିଦାୟ କାଳୀନ ମ୍ବର୍ଦ୍ଧନା ଅନୁଷ୍ଠିତ ହୋଇଯାଇଛ । ଏହି ସଭାରେ କମ୍ରେଡ ଅନିଲ କୁମାର ପ୍ରଧାନ, ସଭାପତି, ଭାରତୀୟ ଷ୍ଟେଟ ବ୍ୟାଙ୍କ କର୍ମଚାରୀ ସଂଘ , ଶ୍ରୀ ଆନନ୍ଦ ବିକ୍ରମ, ଉପ ମହାପରିଚାଳକ, ଭୁବନେଶ୍ୱର ଅଞ୍ଚଳ-୧,ଶ୍ରୀ ସୁବାଶ ଚନ୍ଦ୍ର ବେହେରା, ସହାୟକ ପରିଚାଳକ, ଷ୍ଟେଟ ବ୍ୟାଙ୍କ ମୂଖ୍ୟ ଶାଖା ଭୁବନେଶ୍ୱର, କମ୍ରେଡ ବଂଶୀଧର ସେଠି, ସଧାରଣ ସମ୍ପାଦକ ଏବଂ ଜନ ଜାତି କଲ୍ୟାଣ ସମିତି, କମ୍ରେଡ ଚକ୍ରଧର ମହାପାତ୍ର, କମ୍ରେଡ ନିତ୍ୟାନନ୍ଦ ବେହେରା, ଉପାଧ୍ୟକ୍ଷ ଷ୍ଟେଟ ବ୍ୟାଙ୍କ କର୍ମଚାରୀ ସଂଘ ଭୁବନୋ୍ବର ମଣ୍ଠଳୀ, କମ୍ରେଡ ତପନ ପାଲ, ଉପ ସାଧାରଣ ସମ୍ପାଦକ କମ୍ରେଡ ଲୋହିତ ଭାସ୍କର ମହାପାତ୍ର, ସହାୟକ ସାଧାରଣ ସମ୍ପାଦକ ଏବଂ କମ୍ରେଡ ରୁଦ୍ର ମହାପାତ୍ର ପ୍ରମୂଖ ଉପସ୍ଥିତ ଥିଲେ । ଏହି ସଭାରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଧିକାରୀ ସଂଘର ବରିଷ୍ଠ କର୍ମକର୍ତା ମଧ୍ୟ ଉପସ୍ଥିତ ଥିଲେ । କମ୍ରେଡ ଜ୍ୟୋତିରଞ୍ଜନ ମହାରଥା, ୟୁନିଟ ସେକ୍ରେଟାରୀ କର୍ମଚାରୀ ସଂଗ ଭୁବନେଶ୍ୱର ମୂଖ୍ୟ ଶାଖା ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଦାୟୀ କମ୍ରେଡ ଶ୍ରୀ ବେହେରାଙ୍କ ସହଧମୀୟଣୀ ମଧ୍ୟ ଉପସ୍ଥିତ ଥିଲେ ।