ହୀରାକୁଦର ଆଉ ୨ ଟି ଗେଟ ବନ୍ଦ


ସମ୍ବଲପୁର- ବନ୍ଦ ହେଲା ହୀରାକୁଦର ଆଉ ୨ଟି ଗେଟ । ବର୍ତମାନ ମୋଟ ୨୨ଟି ଗେଟ ଦେଇ ଜଳ ନିଷ୍କାସିତ ହେଉଛି । ଜଳଭଣ୍ଡାରକୁ ଘଂଟାକୁ ୩ ଲକ୍ଷ ୭୪ ହଜାର ୬୧୨ କୁ୍ୟସେକ ଜଳ ପ୍ରବେଶ କରୁଥିବା ବେଳେ ୪ ଲକ୍ଷ ୨୬ ହଜାର କୁ୍ୟସେକ ଜଳ ନିଷ୍କାସିତ ହେଉଛି । ସେହିପରି ମୁଣ୍ଡୁଳୀଠାରେ ବନ୍ୟାଜଳ କ୍ରମଶଃ ହ୍ରାସ ପାଉଛି ।

Comments (0)
Add Comment