୬ ଦୋକାନୀଙ୍କୁ ଜରିମାନା

ବାରିପଦା: କୋଭିଡ୍-୧୯ ନିୟମକୁ ଉଲ୍ଲଙ୍ଘନ କରିବା ଯୋଗୁଁଆଜି ୨୩ ତାରିଖଦିନ ଛଅ ଜଣ ବ୍ୟବସାୟୀଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଛି । ଘଟଣା ଘଟିଛି ମୟୂରଭ ଜିଲ୍ଲା ଅନ୍ତର୍ଗତ କରିିଆ ସହରରେ ସ୍ଥାନୀୟ ଏନ.ଏ.ସି.ର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା କୋଭିଡ୍-୧୯ ନୋଡାଲ ଅଫିସର ଶ୍ରୀ ବିଜୟ ନାୟକ ଐନ.ଏ.ସି.ର ସହର ସମେତ ସମସ୍ତ ୱାର୍ଡରେ ଡାକବାଜି ଯନ୍ତ୍ର ଯୋଗେ କୋଭିଡ୍-୧୯ ନିୟମ ଅନୁସାରେ ଏବଂ ଏହାର କଟକଣା ଅନୁସାରେ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକ ଖୋଲି ବ୍ୟବସାୟ କରିବାକୁ ସଚେତନ କରିଥିଲେ ।

Comments (0)
Add Comment