୯ ସିଆରପିଏଫ ଯବାନ ପଜିଟିଭ

ନୂଆପଡ଼ା: ନୂଆପଡ଼ା ଜିଲ୍ଳାରେ ପୁଣି ୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସମସ୍ତ ସଂକ୍ରମିତ ସିଆରର୍ପିଏଫ୍ ଯବାନ ବୋଲି ଜଣାପଡ଼ିଛି । ଏହାକୁ ମିଶାଇ ଜିଲ୍ଳାରେ ପଜିଟିଭ ସଂଖ୍ୟା ଶହେ ଛୁଇଁଛି । ଖରିଆରରୋଡ଼ ନବ ଜ୍ୟୋତି ସ୍କୁଲ ଟିଏମସିରେ ସମସ୍ତେ କ୍ୱାରେଂଟାଇନରେ ଥିଲେ । ଗତ ୨୯ ତାରିଖରେ ରାଜସ୍ଥାନରୁ ୨ ଜଣ, କର୍ଣ୍ଣାଟକରୁ ଜଣେ, ପଞ୍ଜାବାରୁ ଜଣେ, ଅନ୍ୟ ଜିଲ୍ଲାରୁ ୨ ଜଣ ସିଆର୍ଫିଏଫ ଯବାନ ସିଲଦା ସିଆରପିଏଫ ୨୧୬ ବାଟାଲିୟନକୁ କାର୍ଯରେ ଯୋଗ ଦେବାକୁ ଆସିଥିଲେ । ହସ୍ପିଟାଲରେ ଭର୍ତି କରାଯାଇଛି ।

Comments (0)
Add Comment