ସୁରତରେ ଖୋଲିଲା ୩୦% ସୂତାକଳ

ବ୍ରହ୍ମପୁର- କରୋନା ଲକଡାଉନ ପାଇଁ ଦୀର୍ଘ ୨ ମାସ ଧରି ସୁରଟ ସୂତକଳ ବନ୍ଦ ରହିଥିଲା । ଆର୍ଥିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଚୁତୁର୍ଥ ପର୍ଯ୍ୟାୟ ଲକଡାଉନରେ କେନ୍ଦ୍ରସରକାର କୋହଳ କରିଛନ୍ତି । ଶ୍ରମିକ ମାନେ ଜୀବିକା ଫେରି ପାଉଛନ୍ତି । ଗୁଜୁରାଟ ଓ ସୁରତ ଅଂଚଳରେ ୩୦ ପ୍ରତିଶତ ସୁତାକଳରେ କାର୍ଯ୍ୟ ଆରମ୍ଭ ହେଲାଣି । ଓଡିଶାର ଶତାଧିକ ଲୋକ ସୁରତ ସୂତାକଳରେ କାମ କରୁଥିବାରୁ ଶ୍ରମିକଙ୍କ ଘର ବାହୁଡାରେ କିଛିଟା ରୋକ ଲାଗିବ ବୋଲି ଆଶା କରାଯାଉଛି । ସୁରତରେ ସୂତାକଳ ଖୋଲିବା ଓଡିଶା ପାଇଁ ଶୁଭ ସଂଙ୍କେତ ।

Comments (0)
Add Comment