୭୫ ଘଂଟା ମାଲକାନାଗିରି ସଟଡାଉନ


ମାଲକାନାଗିରି- ମାଲକାନାଗିରି ଓ ବାଳିମେଳା ଅଂଚଳରେ କରୋନାର ଦ୍ରୁତ ସଂକ୍ରମଣ ଯୋଗୁଁ ସ୍ଥାନୀୟ ଜିଲ୍ଲାପ୍ରଶାସନ ପକ୍ଷରୁ ୭୫ ଘଂଟା ସଟଡାଉନ ଘୋଷଣା କରାଯାଇଛି । ଆସନ୍ତା କାଲି ରାତି ୯ରୁ ଅଗଷ୍ଟ ୨ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଏହି ସଟ୍ଡାଉନ ବଳବତର ରହିବ । ସଟଡାଉନ ସମୟରେ ଡୋର ଟୁ ଡୋର ବୁଲି ଟେଷ୍ଟ କରାଯିବ ବୋଲି ମାଲକାନାଗିରି ଜିଲ୍ଳାପାଳ ମନୀଷ ଅଗ୍ରୱାଲ କହିଛନ୍ତି । ଏଥିସହ ପୁରା ଅଂଚଳରେ ୨୦୦୫ ଧାରା ଜାରି କରାଯିବ ।-

Comments (0)
Add Comment