ଭୁବନେଶ୍ୱର-ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ସୁସ୍ଥ ହୋଇଥିବା ସଂଖ୍ୟା ୬୨କୁ ବୃଦ୍ଧି ପାଇଛି । ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦୫ରେ ପଂହଚିଛି । ସେମାନଙ୍କ ଭିତରୁ ୧୪୧ ଆକଟିଭ କେସ୍ ରହିଥବା ବେଳେ ମୋଟ ୬୨ ଜଣ ସୁସ୍ଥ ହୋଇଛନ୍ତି । ୨ ଜଣଙ୍କର ମୃତୁ୍ୟ ହୋଇଛି ।